କରୋନା ସାଙ୍ଗକୁ ମହଙ୍ଗା ମାଡ଼ରେ ଲୋକେ ହନ୍ତସନ୍ତ : ଆକାଶଛୁଆଁ ଆଳୁ, ପିଆଜ, ତେଲ, ଡାଲି

ପଙ୍ଗୁ ପାଲଟିଛି ସରକାର ଭୁବନେଶ୍ବର: କରୋନା ପାଇଁ ବହୁ ସଂସ୍ଥା କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ବହୁ ଲୋକ ଏବେ ବେକାର ହୋଇ ଘରେ ବସିଛନ୍ତି। କେତେକଙ୍କର ଚାକିରି ଥିଲେ ବି ଦରମା ଅଧା ମିଳୁଛି। ବହୁ ଲୋକଙ୍କ ପାଖରେ ଚାକିରି ନାହିଁ କି ପକେଟ୍‌ରେ ଟଙ୍କା ନାହିଁ। ଠିକ୍‌ ଏହି ସମୟରେ ମହଙ୍ଗାମାଡ଼ ଲୋକଙ୍କୁ ତଳିତଳାନ୍ତ କରିଦେଲାଣି। ପେଟକୁ ଦାନା ଦେବାକୁ ବହୁ ଲୋକ ଦିନ ମଜୁରି ଖଟିଲେଣି। ତଥାପି … Continue reading କରୋନା ସାଙ୍ଗକୁ ମହଙ୍ଗା ମାଡ଼ରେ ଲୋକେ ହନ୍ତସନ୍ତ : ଆକାଶଛୁଆଁ ଆଳୁ, ପିଆଜ, ତେଲ, ଡାଲି